Jump to content

ମହାଗ୍ୟାଁତା

ଉଇକିଅଭିଧାନ‌ରୁ

ମହାଗ୍ୟାଁତା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ମହାନ୍+ଜ୍ଞାତା)

[ସମ୍ପାଦନା]

ମହାଜ୍ଞାନୀ — Very wise.

[ଉ—ଶୁଣ ହୋ ସୂତ ମହାଗ୍ୟାଁତା ପୁଛିଲୁ ଯେବଣ ବାରତା—ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ]