ମହାଘୃତ
୧୧୧: ବର୍ଷ ସଞ୍ଚିତ ପୁରୁଣା ଘିଅ — Ghee, ୧୧୧ Years old.
[ଦ୍ରଷ୍ଟବ୍ୟ —କଫ ରୋଗରେ ଏହା ଛାତିରେ ମାଲିଣ କରାଯାଏ;ଏହା କଫନାଶକ, ବଳକାରକ ଓ ମେଧାଜନକ—ହିନ୍ଦୀ - ଶ]