ମହାଙ୍କୁଡ଼
ଦେଖଣା
ମହାଙ୍କୁଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାକୁଳ)
[ସମ୍ପାଦନା]- ୧. ଗଉଡ଼; ଗୋପାଳ —୧. A cowherd.
[ଉ—ତୁ ଅଟୁ ଯଶୋଦା କୁମର, ନନ୍ଦ ମହାଖୁଡ଼ ପିଅର ଜଗନ୍ନାଥ .ଭାଗବତ]
- ୨. ଗଉଡ଼ଙ୍କର ବଂଶୋପାଧି ବିଶେଷ —୨. A Family-title of cowherds
- ୩. ଗାଈମାନଙ୍କର ସଂଖ୍ୟା ବିଶେଷ —୩. A fixed number of cattle.
[ଦ୍ରଷ୍ଟବ୍ୟ —୧ ଗାଈ= ୧ ଗୋଗୋଷ୍ଠ, ୧ ଗୋଷ୍ଠ=୧ ସଲି, ୧ ପଲି =୧ ଲଉଡ଼ି, ୧ ଲଉଡ଼ି=୧ ମହାକୁଡ଼, ୧ ମହାକୁଡ଼=୧ ମହୋଭୋଇ, ୧୨: ମହାଭଓଇ=୧ ଗୋଧନ—ସାରଳା, ମହାଭାରତ]