Jump to content

ମହାଜନାନ୍ କୋଠ

ଉଇକିଅଭିଧାନ‌ରୁ

ମହାଜନାନ୍ କୋଠ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

(ଓଡ଼ିଶାର ସେଟେଲମେଣ୍ଟ ଉପଲକ୍ଷରେ ପ୍ରଚାରିତ ବା ବ୍ୟବହୃତ ଶବ୍ଦ)—ଗ୍ରାମବାସୀ ବ୍ମାହ୍ମଣମାନଙ୍କର ସାଧାରଣ ବା ଇଜମାଲି ସମ୍ପତ୍ତି —The common property of the village, which is jointly held by all the Brāhmaṇa-villagers.