Jump to content

ମହାଜନ ମର୍ଯ୍ୟାଦା

ଉଇକିଅଭିଧାନ‌ରୁ

ମହାଜନ ମର୍ଯ୍ୟାଦା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ପୁରକୀ) ବିଶେଷ୍ୟ -

[ସମ୍ପାଦନା]

ବିବାହ ବ୍ରତ ଆଦି ଉପଲକ୍ଷରେ କୌଣସି ବ୍ରାହ୍ମଣ ଶାସନର ମହାଜନମଣ୍ଡଳୀଙ୍କୁ ପ୍ରଦତ୍ତ ସମ୍ମାନସୂଚକ ଉପହାର — Any present given to the village community of a Brāhmaṇa village (collectively) by a person on the occasion of some family ceremony.