ମହାଜନ ସଭା
ଦେଖଣା
ମହାଜନ ସଭା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାଜନ ସଭା
|
ପ୍ରାଦେଶିକ - (ବୋମ୍ୱାଇ) ବିଶେଷ୍ୟ -
[ସମ୍ପାଦନା]ଆପୋସରେ ବିବାହ ମେଣ୍ଟାଇବା ପାଇଁ ପ୍ରତିଷ୍ଠିତ ବୋମ୍ୱୋଇରେ ପଞ୍ଚାୟତ ସଭା — Name of an association formed in Bombay for amicable settlement of disputes.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍ତମର୍ଣ୍ଣମାନଙ୍କର ସଭା — ୧. A meeting of creditors.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ଶାସନର ବ୍ରାହ୍ମଣମାନଙ୍କ ସଭା —An assemblage of the Brāhmaṇas of a Ṡāsana village in the Puri district.