ମହାଜବ
(ମହାଜବା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ(ବହୁବ୍ରିହୀ; ମହତ୍ ଜବ= ଗତି ଯାହାର)
ବେଗଗାମୀ —Swift.
[ଉ—ମହାଜବ ପୃଷ୍ଠ୍ୟ ପୃଷ୍ଠେ ଆସେ ଆସ୍କନ୍ଦିତେ ରାଧାନାଥ— ମହାଯାତ୍ରା]