ମହାତମ
ଦେଖଣା
ମହାତମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମାହାତମ(ମ୍ୟ)—ଅନ୍ୟରୂପ]
ଗ୍ରାମ୍ୟ - ବିଶେଷ୍ୟ - ସଂସ୍କୃତ - (ମାହାତ୍ମ୍ୟ)
[ସମ୍ପାଦନା]- ୧. ମାହାତ୍ମ୍ୟ; ମହିମା — ୧. Greatness.
(ଉ—ଯେ ନର— ପତିଙ୍କର ଥିଲା ଦିବା କ୍ରମ, ମହାତମ୍ୟ ତ୍ୟାଗ ଶ୍ରଦ୍ଧା ପରାକ୍ରମ କୃଷ୍ଣସିଂହ. ମହାଭାରତ ଆଦି)
- ୨. ଗୌରବ — ୨. Glory.
ବୈଦେଶିକ - ବିଶେଷ୍ୟ - (ଆରବୀ - ମାତମ୍)
[ସମ୍ପାଦନା]ମୃତ ବ୍ୟକ୍ତି ପାଇଁ ଆତ୍ମୀୟ ମାନଙ୍କ ଶୋକ —Lamentation by the relatives of a deceased person.
(ଯଥା—ମହରମରେ ମୁସଲମାନମାନଙ୍କର ଦିପହରିଆ ମହାତମ୍]