Jump to content

ମହାତିକ

ଉଇକିଅଭିଧାନ‌ରୁ

ମହାତିକ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ.ବିଶେଷଣ - (ସଂସ୍କୃତ - ମହାନ୍ ଓ ଆତତାୟୀ)

[ସମ୍ପାଦନା]

ମହାଆତତାୟୀ; ପରର ଅତିଶୟ ଅନିଷ୍ଟକାରୀ —Very harmful; very injurious.

[ଉ—ଆପେ ମହାଯୋଗୀ ହୁଏ ଆପେ ମହାତିକ ପ୍ରାଚୀ. ବ୍ରହ୍ମନିରୁପଣଗୀତା]