Jump to content

ମହାତିକ୍ତ

ଉଇକିଅଭିଧାନ‌ରୁ

ମହାତିକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ ପିତା; ଅତି ବିର୍ କାଟିଆ ପିତା — Very bitter (in taste).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମାହାଳ ଗଛ —୧. Melia Azadarachta (tree).
୨. ନିମ୍ୱ ଗଛ —୨. Neem tree.
୩. ଚିରେଇତା —୩. Agathitis Chirayata.
୪. ଯବତିକ୍ତା (ଦ୍ରବ୍ୟଗୁଣ) —୪. A species of Chirayata.