ମହାତ୍ମା
ଦେଖଣା
ମହାତ୍ମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ମହତ୍+ଆତ୍ମନ୍; ୧ମା. ୧ବ ବହୁବ୍ରୀହି)
[ସମ୍ପାଦନା]- ୧. ମହୋନ୍ନତ; ଉଦାରସ୍ୱଭାବାପନ୍ନ ମହାନୁଭାବ; ମହାମାନାଃ —୧. Noble; high-minded magnanimous.
- ୨. ବଦାନ୍ୟ —୨. Liberal.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମହାପୁରୁଷ —୧. A great man;a genius.
- ୨. ମହାନ୍ ସାଧୁ; ମହର୍ଷି (ହିନ୍ଦୀ - ଶ) ୨. A great sage.
- ୩. ପରମାତ୍ମା (ହିନ୍ଦୀ - ଶ) — ୩. The Divine Soul pervading the Universe.
- ୪. ପିତୃମାନଙ୍କ ଗଣ ବିଶେଷ (ହି,.ଶ) ୪. A class of the manes.
- ୫. ମହତ୍ତତ୍ୱ (ହିନ୍ଦୀ - ଶ) (ଦେଖ) - —୫. Mahattatwa (See)
- ୬. ଶିବ (ହିନ୍ଦୀ - ଶ) — ୬. ṡiba.