ମହାଦଶା
ଦେଖଣା
ମହାଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମହା ବିପଦ୍ —୧. Great or critical danger.
- ୨. (ଜ୍ୟୋତିଷ) ମନୁଷ୍ୟର ଜାତକର ରାଶି ଅନୁସାରେ ହେଉଥିବା ପ୍ରଧାନ ଗ୍ରହର ସଂଚାରଜନିତ ଅବସ୍ଥା —୨. (astrology) The condition of a man due to the position of the ruling planet in his zodiac sign of nativity at a period of his life.