Jump to content

ମହାଦାନ

ଉଇକିଅଭିଧାନ‌ରୁ

ମହାଦାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମହତ୍+ଦାନ; କର୍ମଧାରୟ)

[ସମ୍ପାଦନା]
୧. ବଡ଼ ବା ବହୁମୂଲ୍ୟ ବସ୍ତୁର ଦାନ —୧. A big or large or very valuable gift.

[ଦ୍ରଷ୍ଟବ୍ୟ —ତୁଳପୁରୁଷଦାନ, ଲକ୍ଷଧେନୁଦାନ, ସ୍ୱର୍ଣ୍ଣର ଗବାଦିଶୁମୂର୍ତ୍ତଦାନ, ଭୂମି ବା ପୃଥିବୀ ଦାନ, ହସ୍ତୀ, ରଥ ଓ କନ୍ୟା ଆଦି ବହୁମୂଲ୍ୟ ବସ୍ତୁର ଦାନ ପୁରୁଣାନୁସାରେ ମହାଦାନରୂପେ ଗଣ୍ୟ ]

୨. ଗ୍ରହଣ ଆଦି ସମୟରେ ଡ଼ମ ଚମାର ଆଦି ନିମ୍ନ ଶ୍ରେଣୀର ଲୋକଙ୍କୁ ଦିଆଯିବା ଦାନ (ହିନ୍ଦୀ - ଶ) —୨. Gifts made to very low caste people on the occasion of eclipse and such other extraordinary events.