ମହାଦୀପ
ଶିବରାତ୍ରି ଦିନ ରାତ୍ରିରେ ମହାଦେବଙ୍କ ମନ୍ଦିରର ଚୂଡ଼ାକୁ ନିଆଯାଇ ସେଠାରେ ରଖାଯିବା ପ୍ରଦୀପ —Lamp carried to and put over the top of a Ṡiba's temple on the night of Ṡibarātri.