Jump to content

ମହାଦେବ ଦାସ

ଉଇକିଅଭିଧାନ‌ରୁ

ମହାଦେବ ଦାସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଣେ ଓଡ଼ିଆ ପୁରାଣ ଲେଖକ — A writer of some Purāṇas in Oriya.

[ଦ୍ରଷ୍ଟବ୍ୟ —ଏ ଜାତିରେ ଶୂଦ୍ର; ପିତାଙ୍କ ନାମ ଲକ୍ଷ୍ମଣ ଦାସ ଏ ସପ୍ତଦଶ ଶତାଦ୍ଦୀର କବି (ବିନାୟକ. ଉତ୍କଳ ସାହିତ୍ୟ ଇତିହାସ)

'ପଦ୍ମପୁରାଣ ମାର୍କେଣ୍ଡ ପୁରାଣ, କାର୍ତ୍ତିକ ମାହାତ୍ମା' ଆଦି ସାତ ଖଣ୍ଡି ପୁସ୍ତକ ଏହାଙ୍କଦ୍ୱାରା ଚରିତ ତାରିଣୀ . ଉତ୍କଳ ସାହିତ୍ୟ ଇତିହାସ ]