ମହାଧନ
ଦେଖଣା
ମହାଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ସବୁ ଧନ ମଧ୍ୟରେ ଶ୍ରେଷ୍ଠ; ଶ୍ରେଷ୍ଠ ଧନ —୧. Prominent property.
- ୨. ସ୍ୱର୍ଣ୍ଣ —୨. Gold.
- ୩. (ବହୁବ୍ରୀହି) କୃଷି କାର୍ଯ୍ୟ — ୩. Agriculture.
- ୪. ସୁଗନ୍ଧ ଧୂପ — ୪. Incense.
- ୫. ବହୁମୂଲ୍ୟ ବସ୍ତୁ — ୫. Very precious thing.
(ଉ—ଧରଧୈର୍ଯ୍ୟ, ଘେନରେ ଶାନ୍ତ୍ୱନା, ଅଛି ସେହି ମହାଧନ, ସେ ମହାସ୍ପର୍ଶ— ରତନ ମଧୁସୂଦନ)
ସଂସ୍କୃତ - ବିଶେଷଣ - (କର୍ମଧା)
[ସମ୍ପାଦନା]- ୧. ଧନାଢ଼୍ୟ; ଧନୀ —୧. Rich; affluent; opulent.
- ୨. ବହୁମୂଲ୍ୟ —୨. Very valuable; precious.