ମହାନନ୍ଦ
ଦେଖଣା
ମହାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଅତ୍ୟନ୍ତ ହର୍ଷ —୧. Great joy.
- ୨. ମୋକ୍ଷ; ମୁକ୍ତି —୨. Beatiwtude.
- ୩. ୧ ଆଙ୍ଗୁଳ ଲମ୍ୱ ବଂଶୀ (ହିନ୍ଦୀ - ଶ) —୩. A flute. ୧୦ digits long.
- ୪. (ନାମ) ମଗଧର ନନ୍ଦବଂଶୀୟ ଶେଷ ନୃପତି —୪. The last king of the Nanda dynasty of Magadha (Bihar).
[ଦ୍ରଷ୍ଟବ୍ୟ ୃ—ଏହାଙ୍କର ଅନ୍ୟ ନାମ ମହାପଦ୍ମନନ୍ଦ ଏ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦିରେ ରାଜତ୍ୱ କରିଥିଲେ ମୁରା ନାମ୍ନୀ ଶୂଦ୍ରା ଦାସୀ ଗର୍ଭରେ ଏହାଙ୍କ ଔରସ କୁମାର ଚନ୍ଦ୍ରଗୁପ୍ତ ନାମ ଧାରଣ କରି ରାଜା ହେଲେ ମହାନନ୍ଦ ରାଜା ଏହାଙ୍କର ଶକଟା ନାମକ ମନ୍ତ୍ରୀଙ୍କୁ ବିଲନାଦୋଷରେ ଅବ— ମାନିତ କରିବାରୁ ଶକଟାର ଦାଉ ସାଧିବା ଉଦ୍ଦେଶ୍ୟରେ ପଣ୍ଡିତ ଚାଣକ୍ୟଙ୍କ ରାଜସଭାରେ ଉପସ୍ଥିତ କରାଇଲେ ଏବଂ ରାଜାଙ୍କଦ୍ୱାରା କୌଶଳରେ ଚାଣକ୍ୟଙ୍କୁ ଅବମାନିତ କରାଇବାରୁ ଚାଣକ୍ୟ କୁମାର ଚନ୍ଦ୍ରଗୁପ୍ତଙ୍କୁ ହସ୍ତଗତ କରି ମହାନନ୍ଦଙ୍କ ବଂଶର ବିନାଶ ସାଧନା କଲେ ଓ ଚନ୍ଦ୍ରଗୁପ୍ତଙ୍କୁ ଖ୍ରୀ: ପୂର୍ବ ୩୨୧: ଅଦ୍ଦରେ ମଗଧର ରାଜସିଂହାସନରେ ବସାଇଲେ ଚନ୍ଦ୍ରଗୁପ୍ତ ପ୍ରତାପୀ ରାଜା ଥିଲେ ଓ ଏହାଙ୍କ ଡରରେ ମହାବୀର ସିକନ୍ଦର ମଗଧ ଆକ୍ରମଣ କରି ପଞାବରୁ ସ୍ୱଦେଶକୁ ଲେଉଟି ଗଲେ (ହିନ୍ଦୀ - ଶ) ===
(ମହାନନ୍ଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଅତ୍ୟନ୍ତ ଆନନ୍ଦିତ — Overjoyed.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷଙ୍କ ନାମ — A name given to males.