Jump to content

ମହାନସ

ଉଇକିଅଭିଧାନ‌ରୁ

ମହାନସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହତ+ଅନସ= ଅନ୍ନ+ସ୍ୱାର୍ଥେ. ଅ; ବହୁବ୍ରୀହି)

[ସମ୍ପାଦନା]
୧. ରନ୍ଧନଗୃହ, ପାକଶାଳା —୧. Cooking room; kitchen.
୨. ଭରୀ ଗାଡ଼ି —୨. A heavy carriage.
୩. ରନ୍ଧନପାତ୍ର —୩. Cooking utensil.