ମହାନିର୍ବାଣ
ଆତ୍ମାର ସମ୍ପୁର୍ଣ୍ଣ ନିର୍ବାଣ ବା ମୁକ୍ତି —Total extinction of the soul; final absorption of the human soul in the Supreme Soul.
[ଦ୍ରଷ୍ଟବ୍ୟ —ବୌଦ୍ଧମାନେ ଏହାକୁ ପରିନିର୍ବାଣ କହନ୍ତି ]