ମହାନିର୍ବାଣ ତନ୍ତ୍ର
ତାନ୍ତ୍ରିକ ଗ୍ରନ୍ଥ ବିଶେଷ —Name of a Tantric work.
[ଦ୍ରଷ୍ଟବ୍ୟ — ଏଥିରେ ତନ୍ତ୍ର ସାଧନାର ପ୍ରଣାଳୀ ଓ ଶରୀରସ୍ଥ ଷଟ୍ଚକ୍ରର ବିବରଣ ଆଦି ବର୍ଣ୍ଣିତ ହୋଇଅଛି ]