Jump to content

ମହାନିଶା

ଉଇକିଅଭିଧାନ‌ରୁ

ମହାନିଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ନିଶାର୍ଥ; ଅର୍ଦ୍ଧରାତ୍ର; ରଜନୀର ମଧ୍ୟ ଭାଗ —୧. Midnight; the dead of night.
୨. ରଜନୀର ମଧ୍ୟ ପ୍ରହରଦ୍ୱୟ —୨. The middle portion of the night (from ୯ p. m. to ୩ a. m).
୩. କଳ୍ପାନ୍ତ ବା ପ୍ରଳୟ ରାତ୍ରି — ୩. The night of the great dissolution of the universe.