Jump to content

ମହାନୀଳ

ଉଇକିଅଭିଧାନ‌ରୁ

ମହାନୀଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସିଂହଳ ଦ୍ୱୀପଜାତ ନୀଳକାନ୍ତମଣି — ୧. A sapphire found in Ceylon.
୨. ନାଗ ବିଶେଷ —୨. Name of a serpent.
୩. ଭୃଙ୍ଗରାଜ ପକ୍ଷୀ (ହିନ୍ଦୀ - ଶ) —୩. The black drongo (bird)
୪. ମେରୁ ପର୍ବତ ପାର୍ଶ୍ୱସ୍ଥ ପୌରାଣିକ ପର୍ବତ —୪. Name of a mythlological mountain.