Jump to content

ମହାନୁଭବ

ଉଇକିଅଭିଧାନ‌ରୁ

ମହାନୁଭବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [କର୍ମଧା; ମହତ୍+ଅନୁଭ(ଭା)ବ=ପ୍ରଭାବ; ମହିମା)

[ସମ୍ପାଦନା]

ଅତ୍ୟନ୍ତ ପ୍ରଭାବ ବା ପ୍ରତାପ Great power.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ମହାମହିମ; ମହାପ୍ରଭାବଶାଳୀ —୧. Mighty; high-spirited.
୨. ଉଦାରପ୍ର୘ୃତିକ; ମହାଶୟ, ମହାମନାଃ; ସଦାଶୟ —୨. Noble-minded; magnanimous; very liberal-minded.