ମହାନୁଭାବ
ଦେଖଣା
ମହାନୁଭାବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [କର୍ମଧା; ମହତ୍+ଅନୁଭ(ଭା)ବ=ପ୍ରଭାବ; ମହିମା)
[ସମ୍ପାଦନା]ଅତ୍ୟନ୍ତ ପ୍ରଭାବ ବା ପ୍ରତାପ Great power.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]- ୧. ମହାମହିମ; ମହାପ୍ରଭାବଶାଳୀ —୧. Mighty; high-spirited.
- ୨. ଉଦାରପ୍ରୃତିକ; ମହାଶୟ, ମହାମନାଃ; ସଦାଶୟ —୨. Noble-minded; magnanimous; very liberal-minded.