Jump to content

ମହାପଥ

ଉଇକିଅଭିଧାନ‌ରୁ

ମହାପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହା ପ୍ରସ୍ଥାନର ମାର୍ଗ; ହିମାଳୟର ଉତ୍ତରସ୍ଥ ଯେଉଁ ପଥରେ ପଞ୍ଚପାଣ୍ଡବ ସ୍ୱର୍ଗକୁ ଯାଇଥିଲେ — ୧. The road taken by the Pāṇḍaba brothers when they left the earth and wended thir way to heaven.
୨. ମୃତ୍ୟୁ — ୨. Death.

[ଦ୍ରଷ୍ଟବ୍ୟ — ମହତ୍ ଶବ୍ଦ ସଙ୍ଗେ ପଥିନ୍ ଶବ୍ଦ ଯୁକ୍ତ ହେବା ନିଷିଦ୍ଧ ଥିଲେ ହେଁ ଏହି ଅର୍ଥରେ ବହୁ ଗ୍ରନ୍ଥକାର ଏହା ବ୍ୟବହାର କରିଥିବାର ଦେଖାଯାଏ]

୩. ରାଜା— ମାର୍ଚ; ଖୁବ୍ ଲମ୍ୱ ଓ ଚଉଡ଼ା ରାସ୍ତା —୩. Highway a long and broad road.
୪. ହିମାଳୟସ୍ଥ ତୀର୍ଥ ବିଶେଷ (ହିନ୍ଦୀ - ଶ) —୪. A place of pilgrimage on the Himalayas.
୫. ସୁଷୁମ୍ଖା ନାଡ଼ୀ (ହିନ୍ଦୀ - ଶ) — ୫. The midmost of the three principal arteries of the three principal arteries of the human body.
୬. ଶିବ (ହିନ୍ଦୀ - ଶ) —୬. Ṡiba.
୭. ସ୍ୱର୍ଗକୁ ଯିବାର ମାର୍ଗ —୭. The way to heaven (Apte).
୮. କେଦାର ପର୍ବତକୁ ତୀର୍ଥ ଯାତ୍ରା —୮. The long pilgrimage to mount Kedāra (Apte).