ମହାପଦ୍ମ
ଦେଖଣା
ମହାପଦ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୁବେରଙ୍କ ନିଧିବିଶେଷ; ପଦ୍ମନିଧି —୧. Name of one of the great gems of the God of riches.
[[]] ୨ (ନାମ) ମହାନନ୍ଦ ]] ୪ (ଦେଖ) - —୨. Mahānanda ୪ (See)
- ୩. ନାଗ ବିଶେଷ —୩. Name of a serpent.
- ୪. ଶ୍ୱେତ ପଦ୍ମ —୪. The white lotus.
- ୫. ଦଶ ସହସ୍ର କୋଟି ସଂଖ୍ୟା —୫. One hundred thousand millions.
[ଦ୍ରଷ୍ଟବ୍ୟ — ମତାନ୍ତ୍ରରେ ଲକ୍ଷକୋଟି, ଅନ୍ୟ ମତରେ ଶତଲକ୍ଷ କୋଟି ଏବଂ ଆଉ କେତେକଙ୍କ ମତରେ ଶତକୋଟି ପରିମିତ ସଂଖ୍ୟା ଏହି ନାମରରେ ନାମିତ ହୁଏ]