ମହାପଶୁ
ବଳି ନିମିତ୍ତ ଉତ୍ସୃଷ୍ଟି ମହିଷ; ମହିଷ କଳି — A buffalo sacrificed to a Goddess.
[ଉ— ଅତ୍ୟନ୍ତ ପୁତ୍ରକାମୀ ହୋଇ ଦେବୀଙ୍କି ମହାପଶୁ ସହି— ଜଗନ୍ନାଥ. ଭାଗବତ]