Jump to content

ମହାପୁରୁଷ

ଉଇକିଅଭିଧାନ‌ରୁ

ମହାପୁରୁଷ

ଉଚ୍ଚାରଣ

[ସମ୍ପାଦନା]

(ମହାପୁଂସ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପରମପୁରୁଷ; ପରମେଶ୍ୱର; ନାରାୟଣ; ଭଗବାନ —୧. God; Bishṇu.
୨. ଦେବତା — ୨. Deity.
୩. ଦୈବ— ଶକ୍ତିସମ୍ପନ୍ନ ବ୍ୟକ୍ତି — ୩. A person endowed with divine gifts.
୪. ମହାତ୍ମା; ସାଧୁବ୍ୟକ୍ତି — ୪. A saint.
୫. ପ୍ରଧାନ ବ୍ୟକ୍ତି; ଅସାଧାରଣ ପ୍ରତିଭାଶାଳୀ ବ୍ୟକ୍ତି —୫. A great man; a genius.