Jump to content

ମହାପୁରୁଷ ଲକ୍ଷଣ

ଉଇକିଅଭିଧାନ‌ରୁ

ମହାପୁରୁଷ ଲକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସାଧୁବ୍ୟକ୍ତିଙ୍କର ବିଶିଷ୍ଟ ଲକ୍ଷଣ (ଯଥା— ଦୟା, କ୍ଷମା, ଅହିଂସା, ସତ୍ୟ, ଧୈର୍ଯ୍ୟ, ସରଳତା ଓ ଉଦାରତା ଇତ୍ୟାଦି) — ୧. The attributas or characteristics of a great man.
୨. ଜ୍ୟୋତିଷାଦି ଶାସ୍ତ୍ରରେ ବର୍ଣ୍ଣିତ ମହାପୁରୁଷଙ୍କଠାରେ ଲକ୍ଷିତ କେତେକ ବାହ୍ୟ ବା ଶାରୀରିକ ଚିହ୍ନ —୨. External signs of a great man as described in the ṡāstras.

[ଦ୍ରଷ୍ଟବ୍ୟ — ଯଥା; ଆଜାନୁଲମ୍ୱିତ ଭୁଜ, ଆକର୍ଣ୍ଣବିସ୍ତୁତ ନୟନ, ତ୍ରିବଳୀ ମଣ୍ଡିତ କପାଳ , ପ୍ରଶସ୍ତ ହୃଦ୍ଦେଶ ଇତ୍ୟାଦି ୩୨:ଟି ଲକ୍ଷଣ]