Jump to content

ମହାପ୍ରଳୟ

ଉଇକିଅଭିଧାନ‌ରୁ

ମହାପ୍ରଳୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମାଙ୍କର ଓ ବ୍ରହ୍ମାଣ୍ଡର ନାଶକାଳ; ଏକଜଣ ବ୍ରହ୍ମାଙ୍କର ଆୟୁସ୍କାଳର ଅବସାନ —A universal cataclysm, the great extinction of the universe.

[ଦ୍ରଷ୍ଟବ୍ୟ — ଶାସ୍ତ୍ର ମତେ ଏହା ୪୩୨: କୋଟି ବର୍ଷରେ ଥରେ ଘଟେ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତୁମୁଳ କାଣ୍ଡ — ୧. A frightful catastrophe.
୨. ମହାବିପଦ — ୨. A great calamity.