ମହାପ୍ରସାଦ ଉଠାଇବା
ଦେଖଣା
ମହାପ୍ରସାଦ ଉଠାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାପ୍ରସାଦ ଉଠାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମହାପ୍ରସାଦକୁ ସାକ୍ଷୀ ରଖି କୌଣସି ଅଙ୍ଗିକାର କରିବା — ୧. To make a solemn promise by touching the Mahāprasāda.
- ୨. ମହାପ୍ରସାଦ ନିର୍ବନ୍ଧଦ୍ୱାରା ବର କନ୍ୟାଙ୍କର ବିବାହ ସ୍ଥିର କରିବା —୨. To perform the ceremony of formal betrothal after exchange of Mahāprasāda between the guardiāns of the bride and bridegroom.
- ୩. ମହାପ୍ରସାଦ ଛୁଇଁ ଶପଥ ବା ହଲପ କରିବା — ୩. To take a solema oath by touching Mahāprasāda.
- ୪. ମହାପ୍ରସାଦକୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିବା —୪. To set up a god-relationship between each other by exchange or mutual feeding of Mahāprasāda.