ମହାପ୍ରସାଦ ଛୁଇଁବା
ଦେଖଣା
ମହାପ୍ରସାଦ ଛୁଇଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାପ୍ରସାଦ ଛୁଇଁବା
|
(ମହାପ୍ରସାଦ ଧରିବା—ଅନ୍ୟରୂପ)
ଦେଶଜ - କ୍ରି— (ସଂସ୍କୃତ - ମହାପ୍ରସାଦ+ସ୍ପୂଶ୍ ଧାତୁ)
[ସମ୍ପାଦନା]- ୧. ମହାପ୍ରସାଦକୁ ସ୍ପର୍ଶ କରହି ହଲପ କରିବା —୧. To testify to a matter by touching the Mahā prasāda.
- ୨. ମହାପ୍ରସାଦରୁ ଧରି ସତ୍ୟ ବା ଅଙ୍ଗୀକାର କରିବା — ୨. To make a solemn promise by touching the Mahāprasāda.