Jump to content

ମହାପ୍ରସାଦ ତୋରାଣି

ଉଇକିଅଭିଧାନ‌ରୁ

ମହାପ୍ରସାଦ ତୋରାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦହି, ଅଦାଛେଚା, ଲଙ୍କାମରିଚ ପ୍ରଭୁତି ମିଶାଯାଇ ପ୍ରସ୍ତୁତ ହୋଇଥିବା ଅନ୍ନ ମହାପ୍ରସାଦ ମିଶ୍ରିତ ରୁଚିକର ପାନୀୟ — A palatable drink made of curd, ginger, red pepper etc. mixed with the rice water of Mahāprasāda

[ଦ୍ରଷ୍ଟବ୍ୟ — ଏଥିରେ ଅଳ୍ପ ପରିମାଣରେ ଜଗନ୍ନାଥଙ୍କର ଅନ୍ନ ମହାପ୍ରସାଦ ଦିଆ ହେଉଥିବାରୁ ଏପରି ନାମ ହୋଇ— ଅଛି]