ମହାପ୍ରସାଦ ଲଙ୍ଘନ କରିବା
ଦେଖଣା
ମହାପ୍ରସାଦ ଲଙ୍ଘନ କରିବା
ଉଚ୍ଚାରଣ
[ସମ୍ପାଦନା](ମହାପ୍ରସାଦ ଲଙ୍ଘିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମହାପ୍ରସାଦ ଲଙ୍ଘନ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମହାପ୍ରସାଦ ଦ୍ରୋହୀ ହେବା; ମହାପ୍ରସାଦ ଦିଆ ଦେଇ ହୋଇ ସ୍ଥାପିତ ବନ୍ଧୁତା ବା ନିର୍ବଦ୍ଧ ବା ସତ୍ୟକୁ ପାଳନ ନ କରିବା — To act against one's solemn promnise or solemnized betrothal or god-relationship.