ମହାପ୍ରସାଦ ସେବା
ଦେଖଣା
ମହାପ୍ରସାଦ ସେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାପ୍ରସାଦ ସେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମହାପ୍ରସାଦ ଭୋଜନ — ୧. Partaking of Mahā prasāda .
- ୨. ପ୍ରତିଦିନ ସନ୍ଧ୍ୟା ବନ୍ଦନାଦି ପରେ ମହାପ୍ରସାଦର କଣିକା ମାତ୍ର ସେବନ — ୨. Partaking of particle of Mahāprasāda after one's daily prayers.
- ୩. ବିବାହାଦି ଉତ୍ସବରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କର ନାମମାତ୍ର ମହାପ୍ରସାଦ ସହ ଜଳଖିଆ ଆଦି ଭୋଜନ — ୩. Partaking of refreshments by the invited guests on festive occasion.
[ଦ୍ରଷ୍ଟବ୍ୟ —ଭକ୍ତର ଚକ୍ଷୁରେ 'ମହାପ୍ରସାଦ' ଅତ୍ୟନ୍ତ ପବିତ୍ର ତେଣୁ ତାହା ପ୍ରତି 'ଖାଇବା' ଶବ୍ଦ ବ୍ୟବହୃତ ନ ହୋଇ 'ସେବା କରିବା' ବ୍ୟବହୃତ ହୁଏ ବିବାହାଦି ଉତ୍ସବରେ ଆମନ୍ତ୍ରିତ ବ୍ୟକ୍ତିମାନଙ୍କୁ ମିଷ୍ଟାନ୍ନାଦି ଭୋଜନ ଦିଆଯିବା ଆରମ୍ଭରେ ଭୋଜନ ପତ୍ରରେ ପ୍ରଥମେ ନାମମାତ୍ର ମହାପ୍ରସାଦ ପରିବେଷଣ କରାଯିବା ପରେ ଅନ୍ୟାନ୍ୟ ମିଷ୍ଟାନ୍ନ୍ ଲଗାଯାଏ; ଏଥିପାଇଁ ଏପରି ମିଷ୍ଟାନ୍ନ ଭୋଜନଙ୍କୁ ମଧ୍ୟ 'ମହାପ୍ରସାଦ ସେବା' ବୋଲାଯାଏ]