ମହାଫିଜ୍
ଦେଖଣା
ମହାଫିଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମହାଫିଜ୍
|
ବୈଦେଶିକ - ବି— (ଆରବୀ - ମୁହାଫୀଜ୍; କଚରିଆ)
[ସମ୍ପାଦନା]- ୧. ଅଫିସର କାଗଜ ପତ୍ରର ରକ୍ଷକ କର୍ମ— ଚାରୀ —୧. Record-keeper of an office.
- ୨. ନାବାଲଗର ଅଭିଭାବକ —୨. The guardian of a minor.
[ଦ୍ରଷ୍ଟବ୍ୟ —ଏହି ମହାଫିଜ୍ ଶାବ୍ଦଯୁକ୍ତ ମାତା ମହାଫିଜ୍, ଖଜୁତା ମହାଫୀଜ୍, ଭାଇ ମହାଫିଜ୍ , ସାଟିଫେକେଟ୍ ପ୍ରାପ୍ତ ମହାଫିଜ୍ ,ମମ୍ପତ୍ତି ମହାଫିଜ୍, ଶରୀର ମହାଫିଜ୍ ଓ ମକଦ୍ଦମା ମହାଫିଜ୍ ଆଦି କଚିରିଆ ଶବ୍ଦମାନ ଭାଷାରେ ବ୍ୟବହାର ହୁଏ]