Jump to content

ମହାଫିଜ୍ ଖାନା

ଉଇକିଅଭିଧାନ‌ରୁ

ମହାଫିଜ୍ ଖାନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁହାପିଜ୍ଖାନା; କଚରିଆ)

[ସମ୍ପାଦନା]

ଯେଉଁ ସ୍ଥାନରେ କାଗଜପତ୍ର ସଂରକ୍ଷିତ ହୋଇଥାଏ —Record-room.

[ଦ୍ରଷ୍ଟବ୍ୟ — ଦେବାନ ଅଦାଲତ କଚିରିରେ, ବିଲଟରୀ କଚିରିରେ ଓ ଫଉଜଦାର କଚିର ଆଦିରେ ସେହି ସେହି ଇଲାକ ସମ୍ପର୍କୀୟ କାଗଜପତ୍ର ଯେଉଁ ଯେଉଁ ସ୍ଥାନରେ ରଖାଯାଏ ସେହି ସେହି ଇଲାକାରେ ନାମରେ ଉକ୍ତ ମହାଫିଜାଖାନର ନାମ ଡ଼କା ହୁଏ; ଯଥା— ଅଦାଲତା ମହାପିଜଖାନା; ବିଲଟରୀ ମହାଫିଜଖାନା, ଫଉଜଦାରୀ ମହାଫିଜଖାନା]