Jump to content

ମହାଫିସ୍

ଉଇକିଅଭିଧାନ‌ରୁ

ମହାଫିସ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି— (ଆରବୀ - ମୁହାଫୀଜ୍; କଚରିଆ)

[ସମ୍ପାଦନା]
୧. ଅଫିସର କାଗଜ ପତ୍ରର ରକ୍ଷକ କର୍ମ— ଚାରୀ —୧. Record-keeper of an office.
୨. ନାବାଲଗର ଅଭିଭାବକ —୨. The guardian of a minor.

[ଦ୍ରଷ୍ଟବ୍ୟ —ଏହି ମହାଫିଜ୍ ଶାବ୍ଦଯୁକ୍ତ ମାତା ମହାଫିଜ୍, ଖଜୁତା ମହାଫୀଜ୍, ଭାଇ ମହାଫିଜ୍ , ସାଟିଫେକେଟ୍ ପ୍ରାପ୍ତ ମହାଫିଜ୍ ,ମମ୍ପତ୍ତି ମହାଫିଜ୍, ଶରୀର ମହାଫିଜ୍ ଓ ମକଦ୍ଦମା ମହାଫିଜ୍ ଆଦି କଚିରିଆ ଶବ୍ଦମାନ ଭାଷାରେ ବ୍ୟବହାର ହୁଏ]