Jump to content

ମହାବରା

ଉଇକିଅଭିଧାନ‌ରୁ

ମହାବରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁହାବି(ବ)ରା

[ସମ୍ପାଦନା]
୧. ଅଭ୍ୟାସ —୧. Habit.
୨. ଭାଷାର ବିଶିଷ୍ଟାର୍ଥବୋଧକ ବାକ୍ୟ ବା ପ୍ରୟୋଗ; ବୋଲୀ —୨. Idiom.

[ଦ୍ରଷ୍ଟବ୍ୟ —ଇଂରାଜିର Idiom ଓ ଫାସୀ 'ମୁହାବରା' ଅର୍ଥବୋଧକ ପ୍ରତିଶଦ୍ଦ ଓଡ଼ିଆରେ ନଥିବାରୁ ଏ ଶଦ୍ଦର ବାୟବହାର ପ୍ରଚଳିତ ହେଉଅଛି ଲକ୍ଷଣା ବା ବ୍ୟଞ୍ଜନଦ୍ୱାରା ସିଦ୍ଧ ବାକ୍ୟ ବା ପ୍ରୟୋଗ, ଯାହା କୋଣସି ଏକ ଭାଖାରେ ବା ଏକ ଭାଷାରେ ପ୍ରଚଳିତ ହୁଏ ଓ ଯହିଁର ଅର୍ଥ ପ୍ରତ୍ୟକ୍ଷ (ଅଭିଧେୟ) ଅଥରୁ ପୃଥକ୍ ଅଟେ, ତାହା'ମୁହାବରା' କୌଣସି ଭାଷାରେ ପ୍ରଚଳିତ ଅସାଧାରଣ ଶଦ୍ଦଯୋଜନ ଅଥବା ପ୍ରୟୋଗକୁ ଆରବୀରେ ଓ ଫାରସୀରେ 'ମୁହାବରା' ବୋଲାଯାଏ ଯଥା— 'ମାଡ଼ଖାଇବା' ଏଠାରେ ଖାଇବା ଶଦ୍ଦ ସାଧାରଣ ଅର୍ଥରେ ବ୍ୟବହୃତ ହୋଇନାହିଁ; ଏହା ଲାକ୍ଷଣିକ ଅର୍ଥରେ ବ୍ୟହୃତ ହୋଇଅଛି; କାରଣ ମାର୍ଡ଼ ଖାଇବାର ଦ୍ରବ୍ୟ' ନୁହେଁ କିନ୍ତୁ ଓଡ଼ିଆ ଭାଷାରେ ମାଡ଼ ଖାଇବାର ଅର୍ଥ 'ଅନ୍ୟ ବ୍ୟକ୍ତିଠାରୁ ମାଡ଼ ବା ପ୍ରହାର ସହିବା, ଅଟେଷ ଏହିପରି ଓଡ଼ିଆ ଭାଷାର 'ଚିକ୍କଣ କଥା' 'ଘର କରିବା' 'ରସ ନିକିଲିଯିବା' ପ୍ରଭୃତିର ପ୍ରୟୋଗ ଅଛି ଏହି ସବୁ ମହାବାରାକୁ ଅନ୍ୟ ଭାଷାରେ ଅକ୍ଷରିକ ଅନୁବାଦ କଲେ, ଉକ୍ତ ଭାଷାନ୍ତରିତ ଅନୁବାଦ ସେହି ଭାଷା ହାସ୍ୟାସ୍ପଦ ହୁଏ]