ମହାବଳ
ଦେଖଣା
- ବଡ଼ ବାଘ
- ପଟାହାରିଆ ମଣିଷଖିଆ ବାଘ
- ପ୍ରବଳ; ଅତ୍ୟଧିକ ବଳଶାଳୀ
- ବୁଦ୍ଧଦେବ
- ପବନ; ବାୟୁ
- ସୀସା ଧାତୁ
- ବତାସମହାବଳ
ଉଚ୍ଚାରଣ
[ସମ୍ପାଦନା](ମହାବଳୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମହାବଳ
|
ସଂସ୍କୃତ - ବିଶେଷଣ - ପୁଂ. (ମହତ୍+ବଳ; ବହୁବ୍ରୀହି)
[ସମ୍ପାଦନା]ପ୍ରବଳ; ଅତ୍ୟଧିକ ବନଶାଳୀ —Mighty; very powerful; very strong.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୁଦ୍ଧଦେବ — ୧. The Buddha.
- ୨. ପବନ; ବାୟୁ —୨. The air; the wind.
- ୩. ସୀସା ଧାତୁ —୩. Lead (metal).
- ୪. ବତାସ — ୪. Tempest; storn (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଡ଼ ବାଗ —୧. A very big tiger.
- ୨. ପଟାହାରିଆ ମଣିଷଖିଆ ବାଘ —୨. The Bengal man-eating tiger; the Royal Bengal tiger.
(ଉ— ତନ୍ତୀସାଇରେ କଟାସ ମହାବଳ—ନ୍ୟାୟ; ମହାବଳକୁ ଗୋହତ୍ୟା ପାର୍—ଢଗ)