Jump to content

ମହାବଳୀ

ଉଇକିଅଭିଧାନ‌ରୁ

ମହାବଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହାନ୍+ବଳିନ୍; ୧ମା. ୧ବ)

[ସମ୍ପାଦନା]

ଅତ୍ୟନ୍ତବଳଶାଳୀ; ପ୍ରବଳ ପରାକ୍ରମଶାଳୀ —Very mighty or powerful.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ମହାବୀର; ମହାଯୋଦ୍ଧା —୧. A great warrior; a hero.
୨. ଦେବତା ରୂପେ ପୂଜିତ ହନୁମାନ ମୂର୍ତ୍ତି — ୨. Hanumān who is worshipped as a Deity and is represented to be a warrior of great valour.