ମହାବାକ୍ୟ
ଦେଖଣା
ମହାବାକ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ବଡ଼ ବାକ୍ୟ —୧. A big sentence; a collection of words.
- ୨. ମହତ୍ ବା ମୂଲ୍ୟବାନ୍ ବାକ୍ୟ —୨. A great or valuable saying.
- ୩. ମହାଜନମାନଙ୍କ ବାଣୀ; ଆପ୍ତ ବାକ୍ୟ —୩. The saying of great men.
- ୪. ପ୍ରବଚନ — ୪. Proverb; wise saws.
- ୫. ବ୍ରହ୍ମ ପ୍ରତି. ପାଦକ ବାକ୍ୟ; ଓ ତ୍ତ ସତ୍ୟ; ସର୍ବଂ ଖଳ୍ୱିଦଂ ବ୍ରହ୍ମ — ୫. A great formula establishing the existence of the Supreme Being.