Jump to content

ମହାବାହୁ

ଉଇକିଅଭିଧାନ‌ରୁ

ମହାବାହୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ବିଶାଳ ଭୂଜବିଶିଷ୍ଟ; ଦୀର୍ଘବାହୁ— ବିଶିଷ୍ଟ —୧. Having long arms.
୨. ଅତି ଶକ୍ତିଶାଳୀ —୨. Very powerful;.

ସଂସ୍କୃତ - ବିଶେଷ୍ୟ - (ଆପଣାର ବାହୁଦ୍ୱାରା ତ୍ରିଭୂବନକୁ ଧାରଣ କରିଥିବାରୁ)

[ସମ୍ପାଦନା]

ଶ୍ରୀକୃଷ୍ଣ; ନରାୟଣ; ଭଗବାନ; ବିଷ୍ଣୁ — God; Bishṇu.