ମହାବିଦ୍ୟା
ଦେଖଣା
ମହାବିଦ୍ୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦଶମହାବିଦ୍ୟା; ଦୁର୍ଗା ବା ଶକ୍ତିଙ୍କର ତନ୍ତ୍ରୋକ୍ତ ୧ ଗୋଟି ମୂର୍ତ୍ତି —The ten incarnations of Durgā worshipped according to the Tantric rites.
[ଦ୍ରଷ୍ଟବ୍ୟ —ଦଶମହାବିଦ୍ୟା—କାଳୀ ତାରା, ଷୋଡ଼ଶୀ, ଭୂବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୁମାବତୀ, ବଗଳା, ମାତଙ୍ଗୀ ଓ କମଳା]