ମହାବିନାୟକ
ଦେଖଣା
ମହାବିନାୟକ
ଉଚ୍ଚାରଣ
[ସମ୍ପାଦନା]ମହାବିଣା, ମହାବିଣାକ, ମହାବିଣାଏକଗ୍ରାମ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳର ପ୍ରଧାନ ପଞ୍ଚତୀର୍ଥ ମଧ୍ୟରୁ ଗୋଟିଏ ତୀର୍ଥ — The name of one of the five main holy places of Utkal.
[ଦ୍ରଷ୍ଟବ୍ୟ —ମହାବିନାୟକ କଟକ ଜିଲ୍ଲା ଅନ୍ତର୍ଗତ ଦର୍ପଣ ଜିଲ୍ଲା ମଧ୍ୟରେ ବରୁଣାବନ୍ତ ବା ବରୁଣିଆ ପାହାଡ଼ର କଟୀଦେଶରେ ଅବସ୍ଥିତ]
(ଉ—ବିନାୟକ ବା ଗଣନାଥ ଏଠାରେ ଆରାଧ୍ୟ ଦେବତା ମଦନମୋହନ. ତୀର୍ଥଦର୍ଶନ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗଣୁପତି; ଗଣେଶ —The Deity Gaṇesa.