ମହାବିର ଚରିତ
ଦେଖଣା
ମହାବିର ଚରିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହାକବି ଭବଭୂତିଙ୍କ ପ୍ରଣୀତ ସଂସ୍କୃତ ନାଟକବିଶେଷ; ରାମଚରିତ ନାଟକ — The title of a Sanskrit drama by poet Bhababhūti.
[ଦ୍ରଷ୍ଟବ୍ୟ —ମହାକବି ଭବଭୂତିଙ୍କ ପ୍ରଣୀତ 'ଉତ୍ତର ରାମତରିତ'ରେ ରାମାୟଣ ଉତ୍ତରାକାଣ୍ଡର ବିଷୟ ନାଚକାକାରରେ ବର୍ଣ୍ଣିତ ହୋଇଅଛି; କିନ୍ତୁ'ମହାବିର ଚରିତ'ରେ ରାମଙ୍କର ବିବାହଠାରୁ ବନବାସ, ସୀତାହରଣ, ଲଙ୍କାଯୁଦ୍ଧ, ରାବଣ ବଧ ଓ ଅଯୋଧ୍ୟା ପ୍ରତ୍ୟାଗମନ ଯାଏ ସମସ୍ତ ବିବରଣ ନାଚକାକାରରେ ଲିପିବଦ୍ଧ ହୋଇଅଛି ମୂଳ ରାମାୟଣରେ ପ୍ରଦତ୍ତ ବିବରଣରୁ ଏ ସମସ୍ତ ବିବରଣରେ ଅନେକ ପାର୍ଥକ୍ୟ ପରିଲିକ୍ଷିତ ହୁଏ]