Jump to content

ମହାବିଳ

ଉଇକିଅଭିଧାନ‌ରୁ

ମହାବିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ବୃହତ୍ ଓ ଗଭୀର ଗର୍ତ୍ତ —୧. A gerat and deep hole; abyss.
୨. ଆକାଶ, ବାୟୂମଣ୍ଡଳ —୨. The sky; the atmosphere.
୩. ଅନ୍ତଃକରଣ; ମନ —୩. Mind; the heart.
୪. ଜଳଘଟ — ୪. A water-jar; pitcher (Apte)