Jump to content

ମହାବିଷବ ଚକ୍ର

ଉଇକିଅଭିଧାନ‌ରୁ

ମହାବିଷବ ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଜ୍ୟୋତିଷ) ଅଙ୍ଗ ବିଶେଷର ୨୭: ନକ୍ଷତ୍ର ଚିହ୍ନିତ ନରାକୃତି ଜ୍ୟୋତିଷଚକ୍ର ବା ସଂକ୍ରାନ୍ତି ପୁରୁଷ — A figure of man drawn according to astrological calcutions; showing the different asterisms on the different limbs of its body (according to which persons born in those asterisms undergo bliss or woe during the impending month).