Jump to content

ମହାବିଷୁବ

ଉଇକିଅଭିଧାନ‌ରୁ

ମହାବିଷୁବ

ଉଚ୍ଚାରଣ

[ସମ୍ପାଦନା]

(ମହାବିଷୁବ ସଂକ୍କ୍ରାନ୍ତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମହତ୍+ବିଷୁବ=ମେଷ ସଂକ୍ରାନ୍ତି)

[ସମ୍ପାଦନା]

ପଣାସଂକ୍ରାନ୍ତି;ବୈଶାଖ ସଂକ୍ରାନ୍ତି; ରବିଙ୍କର ମେଶରାଶିକୁ ସଂକ୍ରମଣ — The sun's entry into the sign of Aries; the vernal equinox.

[ଦ୍ରଷ୍ଟବ୍ୟ —ଏହି ଦିବସଠାରୁ ସୌରମାନେ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ; ଏହା ସୌରବୈଶାଖର ପ୍ରଥମ ଦିବସ ଓ ଏହିଠାରୁ ନୂତନ ଶକାଦ୍ଦ ଗଣନାର ଆରମ୍ଭ]