ମହାବୀର
ଦେଖଣା
ମହାବୀର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମହାନ୍+ବୀର; କର୍ମଧାବୟ)
[ସମ୍ପାଦନା]ଅତିଶୟ ବଳବାନ୍ Mighty; very valiant; heroic.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଧାନ ବା ପ୍ରସିଦ୍ଧ ଯୋଦ୍ଧା —୧. A mightly or distinguished warrior; a great warrior or hero.
- ୨. ହନୁମାନ୍ —୨. The mighty monkey- hero.
- ୩. ଦେବତାରୂପେ ପୂଜିତ ହନୁମାନ୍ ମୂର୍ତ୍ତି — ୩. The image of Hanumān worshipped as a Deity.
- ୪. ଗରୁଡ଼ —୪. Garuṟḍ̠a, the king of birds.
- ୫. ଲକ୍ଷ୍ମଣ —୫. Rāmas younger brother.
- ୬. ସିଂହ —୬. Lion.
- ୭. ଯଜ୍ଞୀୟ କଟାହ ଯଜ୍ଞପାତ୍ର — ୭. A sacrifical pot or vessel.
- ୮. ଯଜ୍ଞାଗି — ୮. The sacrificial fire.
- ୯. ବଜ୍ର — ୯. Thunderbolt.
- ୧. ଶ୍ୱେତାଶ୍ୱ —୧୦. A white horse.
- ୧୧. ଜୈନ ତୀର୍ଥଙ୍କର ବିଶେଷ ୧୧. Name of a J&aline;i̱na saint.
- ୧୨. ଜୈନ ଧର୍ମର ପ୍ରଚାରକ ବିଶେଷ —୧୨, Name of a preacher of Jainism.
[ଦ୍ରଷ୍ଟବ୍ୟ —ଏ କ୍ଷତ୍ରିୟ ଥିଲେ ଏହାଙ୍କ ଜନ୍ମ ପାଟଣା ନିକଟ ବୈଶାଳୀ (ଖ୍ରୀ. ୫୯୯: ]
- ୧୩. କୋକିଳ —୧୩. The cuckoo. (Apte)
- ୧୪. ଏକ ପ୍ରକାର ବାଜ ପକ୍ଷୀ —୧୪. A kind of hwak (Apte)
- ୧୫. ଅର୍ଜନ —୧୫. An epithet of Arjuna.
[ଦ୍ରଷ୍ଟବ୍ୟ —ମହାବୀର ଶବ୍ଦ ସ୍ଥାନ ବିଶେଷରେ ଭାଗ, ବର୍ଣ୍ଣ, ସିକନ୍ଦର ଆଦି ବଳଶାଳୀ ବ୍ୟକ୍ତିଙ୍କ ପ୍ରତି ପ୍ରୟୋଗ କରାଯାଏ]